ହେଡଲାଇନସ୍:

ବଜ୍ରପାତରେ ୨୦ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ ବିଦ୍ୟାଳୟରେରେ ଛାତ୍ର ଛାତ୍ରୀ ମାନେ ଛୁଟି ହେଉଥିବା ସମୟରେ ବଜ୍ରପାତ ଘଟି ୨୦ଛାତ୍ର ଛାତ୍ରୀ ଆହତ ହୋଇଥିବା ସୂଚନାରୁ ଜଣାପଡିଛି । ଆଜି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ । ଛାତ୍ର ଛାତ୍ରୀ ମାନେ ସ୍କୁଲରୁ ବାହାରୁଥିବା ସମୟରେ ହତାଟ୍ ବଜ୍ରପାତ ଘଟିଥିଲା ଯାହା ଫଳରେ ଘଟଣାସ୍ଥଳରେ ପିଲାମାନେ ଘଟିଛି ବୋଲି ଯାହା ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି ।

0
0
0
s2sdefault