ଭୁବନେଶ୍ୱର : ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲଆପ୍ଲିକେସନଯଥା‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି l କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ...
ଭୁବନେଶ୍ୱର : ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲଆପ୍ଲିକେସନଯଥା‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି l କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ...
ଆୟୋଜନ ହେଲା ୧୧୨ଟି ରକ୍ତଦାନ ଶିବିର : ୧୭,୭୮୫ ୟୁନିଟ୍ ରକ୍ତ ସଂଗ୍ରହ ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିବସକୁ ସାରା ରାଜ୍ୟରେ ତାଙ୍କର ଶୁଭେଚ୍ଛୁମାନେ ବହୁ ଆଡ଼ମ୍ବରରେ...
ଭୁବନେଶ୍ୱର : ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍ଜେନିଟାଲ୍ ଡାୟାଫ୍ରାଗ୍ମେଟିକ୍ ହାର୍ନିଆ (ସିଡିଏଚ୍) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର...
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ୟୁଥ ରେଡକ୍ରସ ଓ ନେହେରୁ ଯୁବ କେନ୍ଦ୍ର ର୍ଗଡର ମିଳିତ ଉଦ୍ୟମରେ ବୃକ୍ଷ ହିଁ ଜୀବନ, ସ୍ୱଚ୍ଛ ପରିବେଶ, ଯୁବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।...
- ‘ବେଷ୍ଟିଭାଲ୍ ସେଲ୍’ ହେଉଛି କ୍ରେତାମାନଙ୍କ ପାଇଁ ଏକ ବାସ୍ତବିକ ଓମନିଚାନେଲ୍ ଅନୁଭୂତି ଯେଉଁଠାରେ ସେମାନେ ନିଜର ସୁବିଧା ଅନୁସାରେ ଜିଓମାର୍ଟ ଅନଲାଇନ୍ ଏବଂ/ କିମ୍ବା ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋର ମାଧ୍ୟମରେ କିଣାକିଣି କରିପାରିବେ...