ଓଡ଼ଗାଁ ୦୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ବାର୍ଷିକ ଅଧିବେଶନ ତଥା ଜୁନ୍ ୦୫ ତାରିଖ ବିଶ୍ବ ପରିବେଶ ଦିବସ ଅବସରରେ ପରିବେଶ ଓ ସମାଜ ସେବା ପାଇଁ ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। ସେହିପରି ଶରଣକୁଳ ହରିହରପୁର ତରଫରୁ ସୁକାନ୍ତଙ୍କୁ ସବୁଜ ଯୋଦ୍ଧା ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଥିଲା।
ରାଜ୍ୟ
ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କୁ ସବୁଜ ଯୋଦ୍ଧା ସମ୍ମାନ
- Hits: 67







