ହେଡଲାଇନସ୍:

ଏନଏଲସି ଇଣ୍ଡିଆ ତାଲାବିରାର ଦ୍ୱିତୀୟ ଏବଂ ତୃତୀୟ ଓସିପି ୭୦ ତମ ଉଦଯାପନୀ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ଲିପନ ନାଏକ/ଅଜୟ କୁମାର ବାଘ ): ତାଲାବିରା ଓପେନ କାଷ୍ଟ ପ୍ରୋଜେକ୍ଟ ନ୍ୟାସ୍ତ୍ରାଣ ଭାରତ ସରକାରୀ କମ୍ପାନୀ ଏନ ଏଲ ସି ଇଣ୍ଡିଆ ଲିମିଟେଡ଼ କମ୍ପାନୀ ର ୭୦ ତମ ଉଦଯାପନୀ ଦିନ ଅୟୀତିହାସିକ ଘଟଣାକୁ ସ୍ମରଣ କରି ୨୦ ମଇ ୧୯୫୭ ତାରିଖ ଯେତେବେଳେ ଏନ ଏଲ ସି ର ଖଣିଜ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା ସେତେବେଳେ ବଡ଼ ଗର୍ବ ଏବଂ ସମ୍ମାନ ସହିତ ସେହି ସମୟରେ ପାଳନ କରାଯାଇଥିଲା l ସେହି ଅବସରକୁ କୃତଜ୍ଞତା ଦିନ ଭାବରେ ଗମ୍ଭୀରତାର ସହିତ ଆଜି ପାଳନ କରାଯାଇଥିଲା l ଏହି ଏକ ଦିନ ଯାହା ଦୃଷ୍ଟିଶିଳ ନେତାମାନେ ପ୍ରତିବାଦ୍ଧ କର୍ମଚାରୀମାନେ ଏବଂ ମାନ୍ୟତାପ୍ରାପ୍ତ ହିତାଧାରୀମାନଙ୍କୁ ସନ୍ନମାନୀତ କରିବା ପାଇଁ ଏନ ଏଲ ସି ଆଇ ଏଲ ଜର୍ଣ୍ଣି ଅଫ ନେସନ ବିଲଡିଂ ସମ୍ବଲପୁର ପ୍ରକଳ୍ପ କାର୍ଯ୍ୟାଳୟ ଭାବନରେ ଏନ ଏଲ ସି ଇଣ୍ଡିଆ ଲିମିଟେଡ଼ ପତାକା ଉତ୍ତୋଳନ ସହିତ ଏହି ଉତ୍ସବ ଆରମ୍ଭ ହୋଇଅଛି l ଶ୍ରୀ ଜଗଦୀଶ ଚନ୍ଦ୍ର ମଜୁମଦାର ପତାକା ଉତ୍ତୋଳନ କରିଥିବା ବେଳେ ପ୍ରକଳ୍ପ ର ମୁଖ୍ୟ ଦ୍ୱିତୀୟ ଏବଂ ତୃତୀୟ ଓସିପି ଏନଏଲସି ଇଣ୍ଡିଆ ଲିମିଟେଡ଼ ଅନୁଷ୍ଠାନର ଅଭିବୃଦ୍ଧିର ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ଅଗ୍ରଗତି ଏବଂ ଦେଶର ସଶକ୍ତିକରଣ ଏବଂ ଶକ୍ତି ପାଇଁ ଏହାର ସ୍ଥାୟୀ ପ୍ରତିବାଦ୍ଧତା ବୋଲି କହିଥିଲେ l ଏହି ସମାରୋହରେ ଶ୍ରୀ ରଘୁନାଥ ବେହେରାଙ୍କ ଉପସ୍ଥିତି ରହିଥିବାବେଳେ ମୁଖ୍ୟ ମହାପ୍ରବନ୍ଧକ ଏବଂ ଶ୍ରୀ ସୁବ୍ରତ କୁମାର ବିଶ୍ୱାଳ ମାନବ ସମ୍ବଳର ମହାପ୍ରବନ୍ଧକ ମୁଖ୍ୟ ତାଲାବିରା ଦ୍ୱିତୀୟ ଏବଂ ତୃତୀୟ ଓସିପିର ବରିଷ୍ଟ ଅଧିକାରୀ ଏବଂ କର୍ମଚାରୀ ଏକ ବୃହତ ସମାବେଶ ସହ କର୍ମଶକ୍ତିର ଉତ୍ସାହି ଅଂଶଗ୍ରହଣ ସଂଗଠନର ସମସ୍ତ ସ୍ତରରେ ଅଂଶୀଦାର ହୋଇଥିବା ନିଜସ୍ୱତା ଏବଂ ଗର୍ଵର ଗଭୀର ଭାବନାକୁ ପ୍ରତିଫଳିତ କରି ଉଦବୋଧନ ଦେଇଥିଲେ l ଏହି ସମୟରେ ଏକ ଗଭୀର ପ୍ରତୀକାତ୍ମକ ସ୍ୱରୂପ ବରିଷ୍ଟ ଅଧିକାରୀମାନେ ଦୁରଦୃଷ୍ଟି ସମ୍ପନ ନେତା ଏବଂ ଅକ୍ଲାନ୍ତ ଶ୍ରମଶକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦୀପ ପ୍ରଜ୍ବଳନ କରି ଯେଉଁମାନେ ସାତ ଦଶନ୍ଧିରୁ ଏଧିକ ସମୟ ଧରୀ ଏନ ଏଲ ସି ଆଇ ଏଲ ଭାରତର ଅନ୍ୟତମ ପ୍ରମୁଖ ଶକ୍ତି ଉଦଯୋଗରେ ପରିଣତ କରିଥିଲେ ସେହି ଦୀପ ପ୍ରଜ୍ବଳନ କୃତଜ୍ଞତା ଦିବସ ର ଭାବନାକୁ ରଖାଙ୍କିତ କରି ଏହି ଅନୁଷ୍ଠାନକୁ ଇଟ ଇଟ କରି ନିର୍ମାଣ କରିଥିଲେ ସେମାନଙ୍କ ପାଇଁ ବିରତ ଦେବା, ଚିନ୍ତା କରିବା ଏବଂ ହୃଦୟରୁ ପ୍ରଶଂସା ପ୍ରକାଶ କରିବାର ଏକ ମୁହୂର୍ତ୍ତ l ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ଜଗଦୀଶ ଚନ୍ଦ୍ର ମଜୁମାଦାର ଏନ ଏଲ ସି ଏଲ ର ଅଭିବୃଦ୍ଧିର ବିଭିନ୍ନ ମାଇଲଖୁଣ୍ଟ ଏବଂ ପରିବର୍ତ୍ତନ ମୂଳକ ପର୍ଯ୍ୟାୟ ଦେଇ ଦର୍ଶକଙ୍କୁ ଏକ ପ୍ରେରଣାଦାୟୀ ଯାତ୍ରାରେ ନେଇଯାଇଥିଲେ l

ଏନ ଏଲ ସି ଆଇ ଏଲ କୁ ଏକ ସମୃଦ୍ଧ ଏବଂ ପ୍ରଗତିଶିଳ ସଂଗଠନରେ ପରିଣତ କରିବାରେ କର୍ମଚାରୀ ଏବଂ ଅଂଶୀଦାର ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ରେଖାଙ୍କିତ କରି ରହିବ ବୋଲି କହିଥିଲେ l ଶ୍ରୀ ମଜୁମଦାର ବିଶେଷ କରି ଏନ ଏଲ ସି ଆଇ ଏଲ ର ପ୍ରଥମ କୋଇଲା ଖଣି ଉଦଯୋଗ ଭାବରେ ତାଲାବିରା ପ୍ରକଳ୍ପ ଗୁରୁତ୍ୱ ଉପରେ ଆଲୋକପାତ କରି କମ୍ପାନୀର ଭବିଷ୍ୟତକୁ ସଦୃଢ଼ କରିବା ଏବଂ ଭାରତର ଶକ୍ତି ସୁରକ୍ଷାରେ ଯୋଗଦାନ କରିବାରେ ଏହାର ରଣନୈତିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ l ସେ କର୍ମଚାରୀଙ୍କ ଅକ୍ଲାନ୍ତ ପ୍ରୟାସ ଅତୁଟ ସମର୍ପଣ ଏବଂ ସଂଗଠନକୁ ଆଗକୁ ନେବାରେ ସେମାନେ କରିଥିବା ବଳିଦାନ ପାଇଁ ପ୍ରଶଂସା କରିଥିଲେ l ସେ ଏନ ଏଲ ସି ଏଲ ପରିବାରର ପ୍ରତ୍ୟେକ ସଦସ୍ୟ ଙ୍କୁ କମ୍ପାନୀର କଲ୍ୟାଣ ପାଇଁ ଧନ ସୃଷ୍ଟି ମିଶନ ପ୍ରତି ସେମାଙ୍କର ଶକ୍ତି ସମର୍ପଣ ଏବଂ ପ୍ରତିବାଦ୍ଧତା ବଜାୟ ରଖିବାକୁ ଅନୁରୋଧ କରି ଏକତା ନମିନାୟତା ଏବଂ ଉତ୍କର୍ଷତା ସହିତ ସଫଳ ଯାତ୍ରା ଜାରି ରଖିବା ପାଇଁ ଦଳକୁ ଉତ୍ସାହିତ କରି ସେ କାର୍ଯ୍ୟବଳରେ ସାମୁହିକ ସାମର୍ଥ୍ୟ ଉପରେ ନେତୃତ୍ୱର ଆତ୍ମବିଶ୍ୱାସ କୁ ଦୋହରାଇଥିଲେ l ୭୦ ତମ ପ୍ରତିଷ୍ଠା ଦିବସ ପାଳନ ହେଉଛି ଏନ. ଏଲ. ସି ଆଇ. ଏଲ ର ସାତ ଦଶନ୍ଧିର ଅସାଧାରଣ ଯାତ୍ରା -ଲକ୍ଷ ଲକ୍ଷ ପରିବାରରେ ହସ ସୁନିଶ୍ଚିତ କରିବାର ୭୦ ବର୍ଷର ଏକ ଶ୍ରଦ୍ଧାଞ୍ଜଳି l ୭୦ ବର୍ଷର ବିଶ୍ୱାସ ଦଳଗତ କାର୍ଯ୍ୟ ଏବଂ ପରିବର୍ତ୍ତନ ଏବଂ ସ୍ଥାୟୀତ୍ୱ ସହିତ ଦେଶକୁ ଉସ୍ୱାହିତ କରିବାର ୭୦ ବର୍ଷ ଏକ ଲିଗନାଇଟ ଖଣି କମ୍ପାନୀ ଭାବରେ ଏହାର ପ୍ରତିଷ୍ଠା ଠାରୁ ଆରମ୍ଭ କରି ତାପଜ ଶକ୍ତି, ସୌର ଶକ୍ତି ଏବଂ ବର୍ତ୍ତମାନ ତାଲାବିରା ପ୍ରକଳ୍ପ ମାଧ୍ୟମରେ କୋଇଲା ଖନନକୁ ଅନ୍ତର୍ଭୁକ୍ତ କରୁଥିବା ଏକ ବହୁମାତ୍ରିକ ଶକ୍ତି ଉଦଯୋଗ ଭାବରେ ଏହାର ବର୍ତ୍ତମାନ ପ୍ରତିଷ୍ଠା ପର୍ଯ୍ୟନ୍ତ ଏନ ଏଲ ସି ଆଇ ଏଲ ଆଜି ଜାତୀୟ ଗୌରବର ଆଲୋକ ସ୍ତମ୍ଭ ଭାବରେ ଛିଡା ହୋଇଛି l ଏହି ଉତ୍ସବ ନୂତନ ପ୍ରତିବାଦ୍ଧତା ଦଳଗତ ଏକତା ଏବଂ ମଧୁର ସ୍ମୃତି ଭାବନା ସହିତ ସମାପ୍ତ ହୋଇଥିଲା, ଯାହା କି ରାଷ୍ଟ୍ର ନିର୍ମାଣ ଏବଂ ପ୍ରଗତିର ବୃହତ୍ତର ମାଇଲଖୁଣ୍ଟ ଦିଗରେ ଆଗକୁ ବଢିବା ପାଇଁ ସାମୁହିକ ସଂକଳ୍ପକୁ ସୁଦୃଢ କରୁଛି l

0
0
0
s2sdefault