ସୁବର୍ଣ୍ଣପୁର,୧୫!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ର ଖେମ୍ବଶ୍ରୀପାଳି ଯୋଗାଣ ବିଭାଗର ଚଡାଉ ବେଳେ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ଯାଞ୍ଚକରୁଥିବାବେଳେ ସୋନପୁର ବଲାଙ୍ଗୀରଜାତୀୟରାଜପଥ ଖମ୍ବଶ୍ରୀପାଳି ନିକଟରେ ଜଣକ ଠାରୁ ୯୦୦ ଲିଟର କିରୋସିନ ଜବତ କରିଛନ୍ତି ପ୍ରକାଶ ଥାଉ କି ଯେ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ପେଟ୍ରୋଲ ପମ୍ପ ତେଲ ସଙ୍କଟ ଥିବା ବେଳେ ଆଜି ଚଡାଉ ପେଟ୍ରୋଲ ପମ୍ପ ପାଖରେ ଥିବା ଗୋଟିଏ ଘରରୁ ୯୦୦ ଲିଟର ସିଜ କରିଛନ୍ତି ଯୋଗାଣ ବିଭାଗ ଏବେ ସୁବର୍ଣ୍ଣପୁରଜିଲ୍ଲାରେ ଚର୍ଚ୍ଚା ବିଷୟ ପାଲଟି ଯାଇଛି ଆଜି ଜବତ କରିଥିବା ସମୟରେ ଉପସ୍ଥିତ ଥିବା ଅଧିକାରୀ ମାନେ ହେଲେ ସୋନପୁରର ସିଏସଓ, ଏସିଏସଓ, ସୋନପୁର, ଏମ୍ଆଇ ଦ୍ୱାରା ସୋନପୁରର ଏସଡିଏମ, ସୋନପୁରର ଅତିରିକ୍ତ ତହସିଲଦାର, ସୋନପୁରର ଆଇଆଇସି ଏବଂ ଟିମ୍ ଉପସ୍ଥିତିରେ ବେଆଇନ ଭାବରେ ଗଦା ହୋଇଥିବା ପ୍ରାୟ ୯୦୦ ଲିଟର କିରୋସିନ ଜବତ କରାଯାଇଛି।
ରାଜ୍ୟ
ସୋନପୁର ଯୋଗାଣ ବିଭାଗ ର ଚଡାଉ ୯୦୦ କିରୋସିନ ଲିଟର ଜବତ
- Hits: 18







