ବ୍ରହ୍ମପୁର: ଆଜି ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ଶଙ୍କର ନେତ୍ରାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ପଥଚାରୀ ମାନଙ୍କୁ ପଣା ବଣ୍ଟନ ଆମ୍ବେଦକର କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହେଇଯାଇଛି, ଫାଉଣ୍ଡେସନ ର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ପାଢ଼ୀ, ସଭାପତି ପ୍ରଣବ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ବନିତା ସାହୁ, ବ୍ରହ୍ମପୁର ରେଲୱେ ଷ୍ଟେସନର ମୁଖ୍ୟ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମ|, କାର୍ଯ୍ୟକାରୀ ସଭ୍ୟ ଚନ୍ଦ୍ରମଣି ପାତ୍ର, ଡାକ୍ତର ସୁରଜିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ନୀଳମାଧଵ ନେପାକ, ସବିତା ନେପାକ, ଓ ବିମଳ କୁଣ୍ଡୁ ପ୍ରମୁଖ ସହଯୋଗ କରିଥିଲେ।
ରାଜ୍ୟ
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।
- Hits: 32







