ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ଚଢ଼ାଉ କରି ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ଦୁଇଟି ଦାମୀ ଗାଡ଼ି କୁ ଅଟକାଇ ଯାଞ୍ଚ କରିବା ବେଳେ ସୁଦୁର ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶିଦାବାଦ ଜିଲ୍ଲାର ୪ ଯୁବକ ଉକ୍ତ ଦୁଇଟି ଗାଡ଼ିରେ ୧୩୫ କିଲୋ ଗଞ୍ଜେଇ ଚାଲାଣ କରୁଥିଲେ। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉକ୍ତ ଗଞ୍ଜେଇ ଜବତ କରିବା ସହ ୪ ଯୁବକ ଯଥା ରାଜେଶ୍ ସରକାର,ସଜେଲ୍ ସରକାର, ଆସିଫ୍ ଇକବାଲ ଓ ସୟଦ୍ ଅହମ୍ମଦ କୁ ଅବକାରୀ ଆଇନ ଏନ୍ ଡି ପି ଏସ ଧାରା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିବା ସହ ୭ ଟି ମୋବାଇଲ ଫୋନ ଓ ଉକ୍ତ ଦୁଇ ଦାମୀ ଗାଡ଼ି କୁ ଜବତ କରିଛନ୍ତି।

0
0
0
s2sdefault