ଗୁରାଣ୍ଡି ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୁପେସ ପାଣିଗ୍ରାହୀ। ପ୍ରଥମେ ଗ୍ରାମ ର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଧାୟକ।
ଗ୍ରାମ ର ମୁଖ୍ୟତଃ ରାସ୍ତା କାମ ସହ ନାଳ ନଥିବାରୁ ଗ୍ରାମବାସି ନାହିନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେ ନେଇ ତୁରନ୍ତ ପଦେକ୍ଷପ ନେଇ ରାସ୍ତା ନାଳ ଓ ପିଇବା ପାଣି ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ।
ଆଜି ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମବାସି ବହୁ ଆନନ୍ଦ ରେ ଭବ୍ୟ ସ୍ଵାଗତ ଜଣାଇଥିଲେ ଓ ଗ୍ରାମ ର ଥିବା ସମସ୍ତ ସମସ୍ୟା ବିଷୟ ରେ ଅବଗତ କରିଥିଲେ।

0
0
0
s2sdefault