ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-13//3/26: ସଭାପତିଙ୍କ ନେତୃତ୍ଵରେ ସହ ସହ କଂଗ୍ରେସ ନେତା ଏବଂ କର୍ମି ଜିଲ୍ଲା କଂଗ୍ରେସ ଭବନ ଠାରୁ ସଭାଯାତ୍ରା ବାହାରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷପ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ରୋସେଇ ଗେସ ଦରଦାମ ବୃଦ୍ଧି ,ଅଭାବୀ ବିକ୍ରି ଏବଂ କଳାବଜାରୀ ରୋକିବା ପାଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ୍ କରାଯାଇଥିଲା ଉକ୍ତ ବିକ୍ଷପରେ ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀଯୁକ୍ତ ଭିମା ବାର୍ଷେ ,ସମ୍ପାଦକ ପଦ୍ମ ପାଙ୍ଗି, ବରିଷ୍ଟ କଂଗ୍ରେସ ନେତା ଶ୍ରୀଯୁକ୍ତ ସ୍ମୁତି ରଞ୍ଜନ, କିସାନ୍ ସେଲ ସଭାପତି ଦଶରଥ ଡୁରୁକା, ପୌରପରିଷଦ ସଭାପତି କେଶୁ ରାଓ, ବିନାୟକ ପାତ୍ର, ଏସ ସି ସେଲ ସଭାପତି ପ୍ରାଣ କ୍ରିଷ୍ଣା ମଣ୍ଡଳ,ପୁଷ୍ପା କବାସି, ଇର୍ମା ପଡ଼ିଆମି, ମୁକା ମାଡକାମି, ଅର୍ଜୁନ ପଡିଆମି, ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ଅନୁଗୁ, ପ୍ରଭାକର ପାଳ, ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ସନ୍ତୋଷ ପଟ୍ଟନାୟକ ଉପସ୍ଥିତ ଥିଲେ।
ରାଜ୍ୟ
ଦେଶରେ ରୋସେଇ ଗସ୍ ଅଭାବୀ ବିକ୍ରି ଏବଂ ଦରଦାମ ବୃଦ୍ଧି ପ୍ରତିବାଦ ରେ ଜିଲ୍ଲା କଂଗ୍ରେସ
- Hits: 5








