ହେଡଲାଇନସ୍:

 ଜନସଧାରଣ ଙ୍କୁ ନ୍ୟାୟ ପ୍ରଦାନ ରେ ଗଣ ମାଧ୍ୟମ ର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

Gajpati/Dist correspondent Balakrishna Panigrahi : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳ  ଙ୍କ ସମ୍ମିଳନିକକ୍ଷ ସଭାଗୃହ ଠାରେ ଜାତୀୟ ପ୍ରେସ ଦିବସ ୨୦୧୭ପାଳିତ ହୋଇଯାଇଛି । ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିରଞ୍ଚି ପ୍ରଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି  ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତରାଣୀ ବେହେରା , ଅତିଥି  ରୂପେ  ଉପଜିଲ୍ଲାପାଳ ରଞ୍ଜନ କୁମାର ବିଶ୍ବାଳ ଥିବାବେଳେ ମୁଖ୍ୟ ଵକ୍ତା ରୁପେ ଦ୍ବିଜେନ୍ଦ୍ରନାଥ ପାଢ଼ୀ ଯୋଗ ଦେଇ ଗଣତନ୍ତ୍ର ର ଚତୁର୍ଥ ସମ୍ଭ ଭାବେ ଜନସଧାରଣ ଙ୍କୁ ନ୍ୟାୟ ପ୍ରଦାନ ରେ ଗଣ ମାଧ୍ୟମ ର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଆସିଥିବା ଅତିଥିମାନେ କହିଥିଲେ। ଏହି ସଭ।ର ଆଲୋଚ୍ୟ ବିଷୟ ଵସ୍ତୁ  ଥିଲା-ଗଣମାଧ୍ୟମ ସମ୍ମୁଖରେ ଆହ୍ୱାନ। ଏଥିରେ ପାରଳାର ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

0
0
0
s2sdefault