ହେଡଲାଇନସ୍:

ଜାଗର ନେଇ ଶୈବପୀଠ ଚଳ ଚଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ: ପବିତ୍ର ଜାଗର ନେଇ ଅସ୍ତରଙ୍ଗ ଅଞ୍ଚଳରେ ଥିବା ଶୈବପୀଠ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛି l ବଙ୍ଗୋପ ସାଗର କୂଳରେ ଥିବା ଦାଳୁଅ କଣିର ଗୋମୁଖି କେଶବ, ଶ୍ରୀି ବନ୍ତପୁର ର ଘଣ୍ଟି ବେଲେ ଶ୍ୱର, ଟିମୋର୍ ର ନୀଳ କଣ୍ଠେଶ୍ୱର,ଓଳିହଁ ର ଐଶାନେଶ୍ୱର୍, କେଳୁଣୀ ଠାକୁରାଣୀ ଙ୍କ ନିକଟ ବଙ୍ଗୋପସାଗର ପାଦ ଦେଶରେ ଥିବା ବେଲେଶ୍ୱର୍ ମନ୍ଦିର, ଗୁଡୁବଣୀ, ଅସ୍ତରଂଗ, ବାରଜଙ୍ଗା ର ମହାଦେବ ମନ୍ଦିର,ଆଦି ଦେବପୀଠ ଗୁଡିକରେ ,ଭଜନ କୀର୍ତ୍ତନ, ଅଷ୍ଟ ପ୍ରହରୀ ନାମ ଜଞ,ସହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇ ଥିବା ବେଳେ, ଶୃଙ୍ଖଳିତ ଦର୍ଶନ ସହ ,ଭକ୍ତ ମାନେ ଜାଗର ଦୀପ ଜାଳିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମନ୍ଦିର କମିଟି ତରଫରୁ କରା ଯାଇ ଅଛି l ସେହିପରି , ଶିଧିପୂର ର ସିଦ୍ଧେଶ୍ୱର ,ଜିଉନ୍ତି ର ଈସ୍ୱରନାଥ , ମନ୍ଦିର ରେ ଭକ୍ତ ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରା ଯାଇଥିବା ବେଳେ, ରାତ୍ର ଏଗାର ଘଟିବା ସମୟ ରେ ମହାଦୀପ ଉଠିବ ବୋଲି ଜଣା ପଡିଛି l

0
0
0
s2sdefault