ହେଡଲାଇନସ୍:

ମହାବୀର ଙ୍କ ମନ୍ଦିର ରେ ଦଧିନଉତି ସ୍ଥାପନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ  ଲକ୍ଷିଦାସ ପୁର,,ଗ୍ରାମପଞ୍ଚାୟତ ଅଧିନ ରାମଚନ୍ଦ୍ର ପୁର ଗ୍ରାମ ରେ ମହାବୀର ମନ୍ଦିର ର ଦଧିନଉତି ବହୁ ଆଡମ୍ବର ସହିତ ମନ୍ଦିର କାର୍ଯକ୍ରମ ସମ୍ପୂର୍ଣ୍ଣ ହେଇଯାଇଛି ।ଏଥିରେ ୩ଟି ମୁଖ୍ୟ କଳସ ଦାୟିତ୍ଵ ରେ ଗ୍ରାମର ନୀଳମଣି ବାରିକ , ଜଗବନ୍ଧୁ ନାୟକ, ଲକ୍ଷ୍ମୀଧର ସେନାପତି, ଥିବା ବେଳେ କର୍ତ୍ତା ଭାବରେ ବ୍ରଜ କିଶୋର ଦାସ ଏବଂ ତାଙ୍କ ଧର୍ମ ପତ୍ନୀ (ସସ୍ମିତା ବାରିକ) ଏବଂ ମହାବୀର ମନ୍ଦିର ସମିତି ର ସଦସ୍ୟ ଜଗବନ୍ଧୁ, ହିରନ୍ୟ, ହରିହର, ସନ୍ତୋଷ, ପ୍ରକାଶ, ସଞ୍ଜୟ, ହରେକୃଷ୍ଣ, ନିତ୍ୟାନନ୍ଦ, କଳ୍ପତରୁ,ଅଭିମନ୍ୟୁ,ଖଗେଶ୍ବର, ଅମର, ବିଜୟ,ସର୍ବେଶ୍ଵର,ପ୍ରଳୟ ,ମୃତ୍ୟୁଞ୍ଜୟ , କପିଳ,ଆକାଶ, ଏମାନଙ୍କ ସହଯୋଗ ଏବଂ ପ୍ରସାଦ ଦାୟିତ୍ୱରେ ରାମଚନ୍ଦ୍ର ଦାସ, ରତିକାନ୍ତ ଦାସ,ରଞ୍ଜନ ପଲାଇ,ଲମ୍ବୋଦର ନାୟକ, କୁଳମଣି, ରାଜେନ୍ଦ୍ର,ଥିବା ବେଳେ ହରି ନାମ ସଙ୍କୀର୍ତ୍ତନ ଦାୟିତ୍ଵ ରେ ଦଇତାରୀ , ବାସୁଦେବ, ଅଭିମନ୍ୟୁ, ବାବୁ, ରମା, ମନୋଜ ,କପିଳ,ବବୁଲ, ଟିନା, ଜଗବନ୍ଧୁ, ଏବଂ ସମସ୍ତ ଗ୍ରାମ ବାସୀ  ଙ୍କ ଉପସ୍ଥିତି ରେ  ହରି ନାମ ସଙ୍କୀର୍ତ୍ତନ କାର୍ଯ ସମ୍ପନ୍ନ କରାଯାଇ ଥିଲା

0
0
0
s2sdefault