ହେଡଲାଇନସ୍:

ବେପରୁଆ ଗାଡ଼ି ଚାଳନା ପାଇଁ ପୁଣି ଏକ ଦୁର୍ଘଟଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଏକ ବିରାଟ ଦୁର୍ଘଟଣା ର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଓଭରବ୍ରିଜ୍ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି।ଯାହାକି ଡ୍ରାଇଭର ର ବେପାରୁଆ ଗାଡ଼ି ଚାଳନା ଓ ଯାତ୍ରୀବାହୀ ଆମ ବସ୍ କୁ ଓଭର ଟେକ୍ କରିବାକୁ ଯାଇ ଗୋଟିଏ ମହିନ୍ଦ୍ରା ପିକ୍ଓପ୍ ଗାଡ଼ି ଧକ୍କାରେ ବସ୍ ର ପଛ ଭାଗ ଓପିକ୍ଅ ଗାଡ଼ିର ବାମପଟେ କିଛି କ୍ଷତି ହୋଇଛି। କିନ୍ତୁ କୌଣସି ଲୋକଙ୍କର କ୍ଷୟକ୍ଷତି ହୋଇନାହିଁ।ଗତ ଶନିବାର ଦିନ ଡ୍ରାଇଭରର ଏହି ଭଳି ଗାଡ଼ି ଚାଳନା ପାଇଁ ୫ ଜଣ ଲୋକଙ୍କର ଜୀବନ ଦୀପ ଲିଭିଗଲା ଓ ଅଭିଯୁକ୍ତ ଡ୍ରାଇଭର ପ୍ରଦୀପ ଯାନୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।। ଏହି ଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ରହିଛି।

0
0
0
s2sdefault