( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କୋଟିନଡା ଥାନା ପୋଲିସ୍ ସଦଳବଳେ ପଇଁତରା ମାରୁଥିବା ବେଳେ କେନ୍ଦୁପଦର ଗ୍ରାମ ଉପକଣ୍ଠରେ ଦୁଇ ଯୁବକ କୁ ସନ୍ଦେହ ରେ ଅଟକାଇ ଜେରା କରିଥିଲେ ଓ ଯାଞ୍ଚ ବେଳେ ସେମାନଙ୍କ ଠାରୁ ଏକ ପିସ୍ତଲ୍ ଜବତ କରି ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ହିଞ୍ଜିଳି ଗ୍ରାମର ସାଗର ଗୌଡ ଓ ପାଣ୍ଡବ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ରାଜ୍ୟ
ଦୁଇ ସନ୍ଦିଗ୍ଧ ଯୁବକ ଗିରଫ ଓ ପିସ୍ତଲ୍ ଜବତ।
- Hits: 11