ରାଜଗାଙ୍ଗପୁର: ତୃଣମୂଳସ୍ତରରେ ଦଳ ସଙ୍ଗଠନକୁ ଅଧୂକ ମଜଭୁତ କରିବା ନେଇ କଂଗ୍ରେସର ରାଜ୍ୟ ତଥା ଜିଲ୍ଲା ବ୍ଯାପୀ ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜିଲ୍ଲା ଲ୍ୟୁ କଂଗ୍ରେସ ସଭାପତି ଚୟନ ପକ୍ରିୟା ଆରମ୍ଭ କର କରାଯାଇଛି। ରାଜଗାଙ୍ଗପୁର ବିଧାୟକ ଜା. ସିଏସ୍ ରାଜନ ଏକ୍କାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କମ୍ୟୁନିଟ ସେଣ୍ଟରରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଲା । ଓଡ଼ିଶା ପ୍ରଦେଶ କମିଟିର । ପ୍ରଭାରୀ ଅଜୟ ଅଜୟ କୁମାର ଲାଲୁ, ପୂର୍ବତନ ଏଆଇସିସି ସମ୍ପାଦକ ତଥା ଏଆ ଆଇସିସି ତରଫରୁ ସୁନ୍ଦରଗଡ଼ ଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କପୁର, ଓଡ଼ିଶା ପ୍ରଦେଶ କମିଟି ତରଫରୁ କେନ୍ଦୁଝର ପୂର୍ବତନ ସାଂ ସାଂସଦ ଶକୁନ୍ତଳା ଲାଗୁରୀ, ପିସିସ ତରଫରୁ ରଚ୍ଚ ଉଇଜିଷ୍ଟିକ ଦାୟିତ୍ଵରେ ଥୁବା ଅଭିଷେକ ଦଳବେହେରା, ଓଡ଼ିଶା ପ୍ରଦେଶ କମିଟିର ସମ୍ପାଦିକା ଅନିମା ମିଞ୍ଜ, ଜିଲ୍ଲା ସଂଯୋଜକ ନିର୍ମଳ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଭାରୀ ଅଜୟ କୁମାର କେନ୍ଦ୍ର ଓ ରାଜ୍ୟରେ ଥିବା
ବିଜେପି ସରକାରଙ୍କ ଭୋଟ ଚୋଟି ଚାରି ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଥିଲେ। ଶ୍ରୀ ଶ୍ରୀ କପୁର ନିଜ ଅଭିଭାଷଣରେ ଅଭିଯାନର ଆଭିମୁଖ୍ୟ ଉପରେ ବିସ୍ତୃତ ଭାବେ ଆଲୋକପାତ୍ର କରିଥିଲେ । ଜିଲ୍ଲା ସଭାପତିଙ୍କ ଚୟନ କାହାରି ସୁପାରିସେ ସରେ ନୁହେଁ ବରଂ ଦଳୀୟ ଳୀୟ କର୍ମୀଙ୍କ ସାମୂହିକ ସୁପାରିସରେ ନିଯୁକ୍ତି କରାଯିବ। କଂଗ୍ରେସ ଦଳକୁ ଆଗାମୀ ନିର୍ବାଚନରେ ସମସ୍ତେ
ମିଳିମିଶି ଶକ୍ତିଶାଳୀ କରିବା, ଦଳୀୟ କର୍ମୀଙ୍କୁ ଏକଜୁଟ କରିବା ସହ ରାହୁଲ ଗାନ୍ଧୀଙ୍କ ବାର୍ଭା ଘରେ ଘରେ ପହଞ୍ଚାଇବା ଆଦି ବିଷୟରେ ଉପସ୍ଥିତ କର୍ମୀଙ୍କୁ କ୍ଷେତ୍ବବୃନ୍ଦ ଉଦ୍ବୋଧନ ଦେଇଥିଲେ ଲେ। ରାଜଗାଙ୍ଗପୁର ବିଧ ବିଧାୟକ ଶ୍ରୀ ଏକା ମଧ୍ୟ ଦଳୀୟ କର୍ମୀଙ୍କୁ ଏକଜୁଟ ହୋଇ ଅଞ୍ଚଳର ତଥା ଲୋକଙ୍କ ବିକାଶ ନିମରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ବୈଠକକୁ ସୁରେଶ
ବାରିକ ପରିଚାଳନା କରିଥିବା ବେଳେ ବୈଠକରେ ବିଧାୟକଙ୍କ ବ୍ଳକ ଓ ଗଉନ ପ୍ରତିନିଧ ଅରୁଣ ସାମଲ, ଦେବ ବ ରଞ୍ଜନ ବିନୋଦ, ରାଜଗାଙ୍ଗପୁର ନିର୍ବାଚନ ମ ମଣ୍ଡଳୀର ଅନେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ 1 ସଭ୍ୟା, ରାଜଗାଙ୍ଗପୁର ପୌର ପରିଷଦର ର କାଉନସିଲର ସମେତ ଦଳର ବହୁ ବରିଷ୍ଠ ସଦ ସଦସ୍ୟ, ପଦାଧିକାରୀ ଓ ଶହ ଶହ ସଂଖ୍ୟାରେ ଦଳୀୟ ଜର୍ମୀ ଯୋଗ ଗ ଦେଇଥିଲେ।