ହେଡଲାଇନସ୍:

ଶ୍ରୀ ଶ୍ୟାମ ମେଡିସିନ ଷ୍ଟୋର ଓ ପଲିକ୍ଲିନିକ୍ ର ଶୁଭ ଉଦ୍ଘାଟନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବାସୁଦେବପୁର - ବାସୁଦେବପୁର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ରୋଡ ରେ ଶ୍ରୀ ଶ୍ୟାମ ମେଡିସିନ ଷ୍ଟୋର ଓ ପଲି କ୍ଲିନିକ୍ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ଆଇ ଆଇ ସି ଲୋପାମୁଦ୍ରା ନାୟକ, ମାଧୁରୀ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସର ରେ ବିଭିନ୍ନ ବିଭାଗ ର ଡାକ୍ତର ଉକ୍ତ କ୍ଲିନିକ୍ କୁ ଆସିବାର ଅଛି, ବାସୁଦେବପୁର ସମେତ ଅନ୍ୟ ଅଞ୍ଚଳ ର ଲୋକ ମାନଙ୍କୁ ଉତ୍ତମ ଓ ସୁଲଭ ମୂଲ୍ୟରେ ସେବା ଯୋଗାଇ ଦେବୁ ବୋଲି ଦାମୋଦର ବେହେରା କହିଁଛନ୍ତି।

0
0
0
s2sdefault