ହେଡଲାଇନସ୍:

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପ୍ରଫେସର ଲିଆମ୍ ଦୋଲାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଷ୍ଟ୍ରିଆ ଭିଏନା ସ୍ଥିତ ଗ୍ରେଗର ମେଣ୍ଡେଲ ଇନଷ୍ଟିଟ୍ୟୁଟ ଅଫ୍ ମଲିକୁ୍ୟଲାର ପ୍ଲାଂଟ ବାୟୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଲିଆମ୍ ଦୋଲାନ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ମଲିକ୍ୟୁଲାର ବାୟୋଲୋଜି ଆଣ୍ଡ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଉପସ୍ଥିତ ଥିଲେ ।

0
0
0
s2sdefault