ହେଡଲାଇନସ୍:

ପଦ୍ମପୁର ଏନ୍ ଏ ସି ତରଫରୁ ସ୍ଵଚ୍ଛ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଶ୍ଚିମ ଓଡିଶା ବିକାଶ ପରିଷଦ ୨ କୋଟି ଟଙ୍କା ବ୍ୟୟ ରେ ବଡବନ୍ଧ ର ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିବା ପୂର୍ବରୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ସ୍ଵଚ୍ଛତା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କେନାଲ ପଡା, ବଡ଼ପଡା, ଝାଙ୍କରପଡା ର ବାସିନ୍ଦା ଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦେଇ ପୋଖରୀର ସୁନ୍ଦରତା, ବାହ୍ୟ ମଳ ମୂତ୍ର ରୁ ସ୍ଵଚ୍ଛ ରହିବା ପାଇଁ ପରାମର୍ଶ ଦେବା ସହିତ ପୋଖରୀର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କାଉନ୍ସିଲର କବିତା ସେଠ୍, ଅଜିତ ମହାକୁଡ, ସୁଲେଖା ପଣ୍ଡିତ ଙ୍କ ସମେତ ୱାର୍ଡ଼ ର ଅନେକ ମହିଳା ଉପସ୍ଥିତ ଥିଲେ l

0
0
0
s2sdefault