ଜଗତସିଂହପୁର,ତା-୧୫.୧୦.୨୦୨୩/ସୁମନ୍ତ କୁମାର ଦାସ-ଜଗତସିଂହପୁର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଆଶ୍ରମପାଟଣା ରେ ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ପକ୍ଷରୁ ଏକ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଶତାଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସମୂହ ଏକତ୍ରିତ ହୋଇ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଛାତ୍ର ନେତା ଜୁବୁଲା ରାୟ, ଦୁର୍ଗା ପ୍ରସାଦ ଦାସ, ଅଜୟ ବେହେରା, ସବ୍ୟସାଚୀ ବେହେରା,ପ୍ରାର୍ଥସାରଥୀ ମହାପାତ୍ର, ରୁଦ୍ର ପ୍ରସାଦ ନାୟକ , ଆର୍ ୟନ୍ ଅମରେନ୍ଦ୍ର ବାରିକ ,ସୁମିତ ସୁମନ ସାମନ୍ତ ରାୟ, ଆର୍ ୟାନ୍ ଜେନା , ଓମ୍ ପ୍ରକାଶ ବେହେରା , ଦୁର୍ଗା ମାଧବ ଦାସ ,ଦେବାଶିଷ ପୋଲେଇ, ଶୁଭମ୍ ନାୟକ,ପ୍ରତାପ ଦାସ , ଓମ୍ ପ୍ରକାଶ ବାରିକ , ସୌମ୍ୟ ଦର୍ଶନ ସାହୁ ,ଓମ୍ ପ୍ରସାଦ ମହାରଣା , ତ୍ରିଲୋଚନ ନାଥ , ସ୍ମୃତି ରଞ୍ଜନ ଦାସ,ସେଖ ମଞ୍ଜୁର ଅଲ୍ଲୀ,ମୁଷ୍ଟକିମ୍ ଖାନ,ଆଫତାବ ସେଖ,ପ୍ରତାପ ଦାସ , ଓମ୍ ପ୍ରକାଶ ବାରିକ , ସୌମ୍ୟ ଦର୍ଶନ ସାହୁ ,ଓମ୍ ପ୍ରସାଦ ମହାରଣା , ତ୍ରିଲୋଚନ ନାଥ , ସ୍ମୃତି ରଞ୍ଜନ ଦାସ,ଆଶିଷ କୁମାର ଜତି ପ୍ରମୁଖ ଅଂଶଗ୍ରହଣ କରିଥିଲେ l
ରାଜ୍ୟ
ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଆଶ୍ରମ ପାଟଣା ପରିସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ ଅନୁଷ୍ଠିତ
- Hits: 385








