ହେଡଲାଇନସ୍:

ବଡ ଭଉଣୀଙ୍କ ବିୟୋଗ ପାଇଁ ଜନ୍ମଦିନ ପାଳିବେନି ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ବର : ଗତ ମାସ ରେ ବଡ ଭଉଣୀ ଗୀତା ମେହେଟା ଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ୍ ଦିବସ ପାଳନ କରିବେ ନାହିଁ | ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଛନ୍ତି |

0
0
0
s2sdefault