ହେଡଲାଇନସ୍:

ପାରା ଏସିଆନ ଗେମ ହୁଇଲଚେୟାର ଫେନସିଂରେ ପ୍ରଫୁଲ୍ଲ ଖଣ୍ଡାୟତରାୟଙ୍କ ଚୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୧୦.୨୦୨୩/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ଖଇରଙ୍ଗ ପଞ୍ଚାୟତ ଆଶ୍ରମପାଟଣା ଗ୍ରାମର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଚାଇନାର ହୁଙ୍ଗାଝୁ ଠାରେ ଅନୁଷ୍ଠିତ ପାରା ଏସିଆନ ଗେମ 22oct ରୁ 28oct 2023 ରେ ହୁଇଲ ଚେୟାର ଫେନସିଂ (ସାବ୍ରେ ) ର ବ୍ୟକ୍ତିଗତ ଏବଂ ଦଳଗତ ରେ ଭାଗ ନେବେ ସେ ଏହିବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ ପଦକ ଜିତି ଭାରତ ର 1no.ରାଙ୍କିଙ୍ଗ ଏବଂ ପୂର୍ବବର୍ଷ ମେ ମାସରେ ଥାଇଲାଣ୍ଡ ରେ ଅନୁଷ୍ଠିତ ବିଶ୍ବ କପ ରେ ଭାଗନେଇ ବିଶ୍ବର 14no. ରାଙ୍କିଙ୍ଗ ରେ ରହିଥିଲେ ବହୁତ ଆର୍ଥିକ ଅନଟନ ରେ ଥାଇ ମଧ୍ଯ 2017 ମସିହାରୁ ଅନେକ ସ୍ବର୍ଣ ରୋପ୍ୟ ଏବଂ କାଂସ୍ୟ ପଦକ ଜିତିଛନ୍ତି ଏବେ ସେ ବାଙ୍ଗାଲୋର ରେ ପ୍ରଶିକ୍ଷଣ ନେଉଛନ୍ତି ଏବଂ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖୁଛନ୍ତି l ଜିଲ୍ଲା, ରାଜ୍ୟ ଏବଂ ଦେଶ ବାସୀଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି l

0
0
0
s2sdefault