ହେଡଲାଇନସ୍:

ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ସାନିଟାରୀ ନାପକିନ୍ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟମାନେ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଙ୍କ ନେତୃତ୍ୱରେ ଏକ ସଚେତନତା ଅଭିଯାନ “ଏକ ଦସ୍ତକ” ପ୍ରାରମ୍ଭ କରିଛନ୍ତି ଯେଉଁଥିରେ ସମାଜର ଆର୍ଥିକ ସ୍ୱଚ୍ଛଳ ନଥିବା ଓ ଦୁର୍ବଳବର୍ଗର ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପ୍ରତି ସଚେତନତା କରାଯାଇ ପାରିବ | ଆର୍ଥିକ ସ୍ୱଚ୍ଛଳ ନଥିବା ଓ ଦୁର୍ବଳବର୍ଗର ମହିଳାମାନଙ୍କୁ ସଚେତନତା କରାଇବା ପାଇଁ ଶ୍ରୀମତୀ ଶର୍ମା ଏବଂ ଇକୋରୋର ସଦସ୍ୟମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଥିଲେ |

0
0
0
s2sdefault