ହେଡଲାଇନସ୍:

ମା ସାତ ଭଉଣୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ। \

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ମାଲ୍ଲୁ ସାହି ଗ୍ରାମ ରେ ମା ସାତ ଭଉଣୀ ଙ୍କ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବହୁ ପୁରାତନ ଏହି ମନ୍ଦିର ରେ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ସକାଳୁ ସକାଳୁ ଶ୍ରଦ୍ଧାଳୁ ଭକ୍ତମାନେ ଏକ କଳସ ଶୋଭାଯାତ୍ରା ରେ ବାହାରି ଥିଲେ। ଏହି ଅବସର ରେ ଯଜ୍ଞ ର ଆୟୋଜନ କରାଯାଇଛି। ବିଷୁବ ସଂକ୍ରାନ୍ତି ଯାଏଁ ମା ସାତ ଭଉଣୀ ଙ୍କ ମନ୍ଦିର ରେ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହେବ ବୋଲି ଜଣା ଯାଇଛି।

0
0
0
s2sdefault