ଭୁବନେଶ୍ୱର : ଗତକାଲି ଜଣେ ପୋଲିସ ଏଏସଆଇଙ୍କ ଗୁଳିରେ ପ୍ରାଣ ହରାଇଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ସରକାରୀ ବାସଭବନକୁ ଯାଇ ସ୍ଵର୍ଗତ ଶ୍ରୀ ଦାସଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ସ୍ବର୍ଗତ ଶ୍ରୀ ଦାସଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ମଧ୍ୟ ଦେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ |
ରାଜ୍ୟ
ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- Hits: 340