ଜୟପୁର: ତା.୦୨.୧୦.୨୦୨୫ରିଖ, ଅଶୋକ ସାହୁ, ଶାସକ ପ୍ରଶାସକ, ଜୟପୁର ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ଗାନ୍ଧୀଜୀଙ୍କ ୧୫୬ତମ ଜୟନ୍ତୀ ପାଳନ କର।ଯାଇଛି । ଆଜିର ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କୁମାରୀ ଆକାବରମ୍ ଶସ୍ୟା ରେଡ୍ଡୀଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ କରାଯାଇଥିଲା । ତତ୍ ପରେ ଜୟପୁର ପୌର ଉଦ୍ୟାନ ଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଅନ୍ୟାନ୍ୟ ଅତିଥି ଭାବେ ପୂଜ୍ଯ ପୂଜା କମିଟିର ବୈରାଗି ଚରଣ ସାହୁ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦ। ଗାଦବା ଏବଂ ଗଣମାଧ୍ୟମ ପ୍ରମୁଖ ଆଜିର ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରାଜ୍ୟ
ଜୟପୁର ସଦର ମହକୁମା ଠାରେ ଗାନ୍ଧୀଜୀଙ୍କ ୧୫୫ତମ ଜୟନ୍ତୀ ପାଳନ
- Hits: 9