ବାସୁଦେବପୁର(ପ୍ରତାପ ପାଢ଼ୀ) -ଆଜି ବାସୁଦେବପୁର ଠାରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ,ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଜଦୁନାଥ ନାୟକଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି | ଦଳୀୟ ସମର୍ଥନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀ , ସମିତି ସଭ୍ୟ ପ୍ରାର୍ଥୀ, ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ସାଂସଦ ଶ୍ରୀମତୀ ମଣ୍ଡଳ ଓ ପୂର୍ବତନ ବିଧାୟକ ଅନୁରୋଧ କରିଥିଲେ । ଆଜି ୧୯ନୋ ଜୋନର ଜଗନ୍ନାଥ ପୁରଠାରେ ବିଭିନ୍ନ ସଭା ରେ ଯୋଗ ଦେଇ ସପକ୍ଷରେ ଭୋଟ ପାଇଁ ପ୍ରଚାର କରିଥିଲେ।
ରାଜ୍ୟ
ପ୍ରଚାର ର ଶେଷ ଦିନରେ ୧୯ ନମ୍ବର ଜୋନରେ ସାଂସଦ ଓ ପୂର୍ବତନ ବିଧାୟକ।
- Hits: 559







