୬୦୦ ଏକର ଜମି ରୁ ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦୦ କୋଟି ଟଙ୍କା ।
ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲାର ଗୁଡାରି ଏବଂ ପଦ୍ମପୁର ବ୍ଲକରେ ବେଆଇନ ଗଞ୍ଜେଇ ଚାଷକୁ ଵି ବାଦ ଦେଲାନି ଜିଲ୍ଲା ପ୍ରଶାସନ ପ୍ରାୟ 15 ଦିନ ର ଲଗାତାର ଗଞ୍ଜେଇ କଟା ଅଭିଯାନ ରେ ସହଯୋଗ କରିଥିଲେ ଜିଲ୍ଲା ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପୋଲିସ ର ସ୍ୱତଂତ୍ର ଟିମ ଉଭୟ ବ୍ଲକରେ ବେଆଇନ ଭାବେ ୬୦୦ଏକର ଜମିରେ ଗଞ୍ଜେଇ ଚାଷ କୁ ନଷ୍ଟ କରିବା ସହ ଏହାର ଆନୁମାନିକ ମୂଲ୍ୟ ୬୦୦କୋଟି ଟଙ୍କାରୁ ଅଧିକା ହୋଇପାରେ ବୋଲି ଗୁଣୁପୁର ଏସ ଡି ପି ଓ ଅଜୟ ବାରିକ ସୂଚନା ଦେଇ ଛନ୍ତି | ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଜଣାଛନ୍ତି ଏହି ଅପେରସନର କମାଣ ସମ୍ଭାଳିଥିବା ଗୁଣୁପୁର ଏସ ଡି ପି ଓ ଶ୍ରୀ ବାରିକ |