ହେଡଲାଇନସ୍:

ବିଷାକ୍ତ ସାପ କାମୁଡିବାରୁ ନଅ ବର୍ଷୀୟ ଝିଅର ମୄତ୍ୟୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଅନ୍ତର୍ଗତ ବନୁପାଲି ଗ୍ରାମର ସରୋଜ ମିର୍ଦ୍ଧାଙ୍କ ନଅ ବର୍ଷୀୟ ଝିଅ ଶ୍ରାବଣୀ ମିର୍ଦ୍ଧା ନିଜ ଘର ବାରିପଟେ କାଠ ଗୋଟାଉ ଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡି ଦେବାରୁ ଚେତାଶୂନ୍ୟ ହୋଇ ପଡିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଲେ ଡାକ୍ତର ତାକୁ ମୄତ ଘୋଷଣା କରିଥିଲେ । ଶବ ବ୍ୟବଛ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା ।

0
0
0
s2sdefault