ହେଡଲାଇନସ୍:

ପଦ୍ମପୁର ଅଞ୍ଚଳର ଠିକାଦାରମାନଙ୍କ ସଙ୍ଘ ଗଠିତ : କର୍ମକର୍ତ୍ତା ମନୋନୀତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳର ଠିକାଦାରମାନଙ୍କ ଏକ ସଙ୍ଘ ଗଠିତ ହେବା ସହ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଙ୍ଘର ବିଭିନ୍ନ ପଦାଧିକାରୀ ଯଥା ଧରମ ପାଢ଼ୀ ସଭାପତି, ହରି ପଟ୍ଟନାୟକ ଉପସଭାପତି, ଭରତ ପଣ୍ଡା ସମ୍ପାଦକ, ରାକେଶ ସାମନ୍ତରାୟ ଯୁଗ୍ମ ସମ୍ପାଦକ ଓ ସରଲ କୁମାର ସିହ୍ନା କୋଷାଧ୍ୟକ୍ଷ ପଦ ପାଇଁ ମନୋନୀତ ହୋଇଛନ୍ତି । ଏତଦବ୍ୟତୀତ ସଙ୍ଘର ସ୍ଥାୟୀ କାର୍ଯ୍ୟାଳୟ ଏବଂ  ସଙ୍ଘର ଉନ୍ନତି ପାଇଁବିଭିନ୍ନ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ଆଜିର ଏହି ବୈଠକରେ ପଦ୍ମପୁର ଅଞ୍ଚଳର ଠିକାଦାର ମାନେ ଯୋଗଦେଇଥିଲେ ।

0
0
0
s2sdefault