ହେଡଲାଇନସ୍:

ବୀର ସାବରକରଙ୍କ ଜୟନ୍ତୀରେ ଶୁଖିଲା ଖାଦ୍ୟ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:-ଦେଶର ମହାନ ବୀର ସାବରକରଙ୍କ ପବିତ୍ର ଜୟନ୍ତୀ ଅବସରରେ ବୁକୁରାମୁଣ୍ଡା ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ କିଛିକିଛି ଟଙ୍କା ନିଜନିଜ ଭିତରେ ଅସୁଲ କରିବା ସହ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ଫକିର ସାହୁ ଅବଶିଷ୍ଟ କିଛି ରାଶି ପ୍ରଦାନ କରି ଆଜି ର ପବିତ୍ର ଦିବସ ରେ ବୁକୁରାମୁଣ୍ଡା ଗ୍ରାମ ର କେତେକ ଅସହାୟ ବେସାହାରା ବ୍ୟକ୍ତି ଙ୍କୁ ଏଇ ମହାମାରୀ ଦୁର୍ବିପାକ ସମୟ ରେ ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କ ମୁହଁରେ ଚେନାଏ ହସ ଫୁଟେଇ ପାରିଥିବାରୁ ଜନସାଧାରଣ ରେ ବେଶ ପ୍ରଶଂସିତ lଆଗକୁ ଏ ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ର ସଦସ୍ୟ ମାନଙ୍କ ଠାରୁ ପ୍ରକାଶ l

0
0
0
s2sdefault