ଭୁବନେଶ୍ୱର / ଝାରସୁଗୁଡା :- ଗୁରଵାର ଦିନ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ କୋଭିଡ -୧୯ ର ଦ୍ଵିତୀୟ ଲହର ରେ ପ୍ରାଣ ହରେଇ ଥିବା ସ୍ୱର୍ଗତ ପରୀମଳ ବୋଷ , ଯୋଗେଶ ଦାଶ , ବାବୂଲୂ ଧାନୁକା , ପାୟଲ ମାଳି , ମିତ୍ରଭାନୁ ପଟେଲ , ସମସେର କୁରେଶୀ , ଈଶ୍ବର ଦଣ୍ଡସେନା , ଅପର୍ଣ୍ଣା ମହାନନ୍ଦଙ୍କ ଉଦେଶ୍ୟରେ ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଶାନ୍ତ ଜେନାଙ୍କ ସଭାପତିତ୍ୱ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ଶୋକ ସଭାରେ ଜିଲ୍ଲା ବିଜେଡ଼ି ସଭାପତି ତଥା ବିଧାୟକ ବ୍ରଜରାଜନଗର ଶ୍ରୀ କିଶୋର କୁମାର ମହାନ୍ତିଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରବି ସିଂଘ , ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ତାପସ ରାୟ ଚୌଧୁରୀ , ଶ୍ରୀ ଗଙ୍ଗାଧର ଗଡ଼ନାୟକ , ବିଜେଡ଼ି ନଗର ସଭାପତି ଶ୍ରୀ ସନ୍ଦୀପ ଅବସ୍ତି, ଶ୍ରୀ ନଟବର ଲାଲ ଶର୍ମା , ଜିଲ୍ଲା ବିଜେଡ଼ି ଉପସଭାପତି ଶ୍ରୀ ମନୋରଞ୍ଜନ ମହାପାତ୍ର , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ତ୍ରିନାଥ ଗୂଆଲ , ଜିଲ୍ଲା ବିଜେଡ଼ି ଏସସି ସେଲ ସଭାପତି ଶ୍ରୀ ଜୟ ପ୍ରକାଶ କୁଅଁର , ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ପଳାଶ କର୍ମକାର , ଶ୍ରୀ ଅରୁଣ ଚୈନି , ଶ୍ରୀ ଶଶୀଭୂଷଣ ତିୱାରୀ , ନାରାୟଣ ଦତ୍ତ ,କେ ସୁରେଶ କୁମାର , ପପ୍ପୁ ଜୈନ , ନରେଶ ସିଂଘ , ଦେବେନ୍ଦ୍ର ମହାପାତ୍ର , ବିନୟ ପଟେଲ , ତପନ ପାଣ୍ଡେ , ଶ୍ୟାମଳ ଘୋଷ , ମନୋଜ ଦାଶ , ଜୟ ଜୋଶୀ , ରାଜେଶ ଦାଶ , ନନ୍ଦଲାଲ ପଟେଲ , ନିର୍ମଳ କାଲୋ , କ୍ଷେତ୍ରମଣି ସାହୁ , ଟିଲୁ ମୋଦି ପ୍ରମୁଖ ଯୋଗ ଦେଇ କୋଭିଡ ନିୟମ ପାଳନ ପୁର୍ବକ ସ୍ୱର୍ଗତ ଦିବଂଗତ ଆତ୍ମାଙ୍କ ସୃତିଚାରଣ କରିବା ସହ ଅମର ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l
ରାଜ୍ୟ
ମହାମାରୀରେ ମୃତକ ଙ୍କୁ ବିଜୁ ଜନତା ଦଳର ଶ୍ରଦ୍ଧାଞ୍ଜଳି
- Hits: 363