ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ବାର ଆସୋସିଏସନ ର ନୂତନ କର୍ମକର୍ତ୍ତା ମାନଙ୍କର ନାମ ଆଜି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ନିର୍ଦ୍ୱନ୍ଦରେ ଆସନ୍ତା 21/22 ପାଇଁ ସଭାପତି ଭାବରେ ଶ୍ରୀ ଗୌନ୍ତିଆ ସାହୁ , ଉପସଭାପତି ଶ୍ରୀ ସୁନୀଲ କୁମାର ପାଣିଗ୍ରାହୀ , ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ , ସହସମ୍ପଦକ ଚିନ୍ମୟ କୁମାର ପଣ୍ଡା ,ଙ୍କର ସହିତ ଅନ୍ୟ ଛଅ ଜଣଙ୍କୁ କାର୍ଯକାରୀ କମିଟିର ସଭ୍ୟ ଭାବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ , ବାର ଆସୋସିଏସନ ପଦ୍ମପୁର ଙ୍କର ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟ
ପଦ୍ମପୁର ବାର ଆସୋସିଏସନର ନୂତନ କର୍ମକର୍ତ୍ତା
- Hits: 1157
