ହେଡଲାଇନସ୍:

 ଭିସୁଟରେ କରୋନା ସଂକ୍ରମଣ:ରାଜ୍ୟ ସରକାରଙ୍କ ତତ୍ପରତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ବୁର୍ଲା  ଭିସୁଟରେ କରୋନା ସଂକ୍ରମଣ ବୁଦ୍ଧି  ପାଇଁ ରାଜ୍ୟ ସରକାର ତତ୍ପରତା ହୋଇଛନ୍ତି । ଆଗକୁ ସଂକ୍ରମଣ ବୁଦ୍ଧି ଯେଭଲି ନ ହେବ ସେଇନେଇ ବ୍ୟବସ୍ଥା କରାଯାଉଛି । ୫ ରାଜ୍ୟରେ କରୋନା ସଂକ୍ରମଣ ହେବା ପରେ ରାଜ୍ୟସରକାର ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ରହିଛି । ଏହି ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କରୁ ଥର୍ମାଲ ସ୍କାନିଙ୍ଗ କରିବା ସହ ସମସ୍ତ ପଦକ୍ଷେପ ନେଉଛନ୍ତି । ସାମ୍ବାଦିକ ସୁରକ୍ଷା ପାଇ କୋଭିଡ ଟିକା ପାଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ଵୋଲି କହିଛନ୍ରି ସ୍ଵାସ୍ଥ୍ୟ ମନ୍ତ୍ରୀ । ତେବେ ବୁର୍ଲା ଭିସୁଟ ରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଉପୁଜିଛି ସେଥିପାଇଁ ସଂକ୍ରମଣ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରି ପୁଣେ ପଠାଯିବ ସେଠାରୁ ରିପୋର୍ଟ ଆସିଲେ କରୋନା ର ସଠିକ ସ୍ଥିତି ନେଇ କାରଣ ଜଣାପଡିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

 

0
0
0
s2sdefault