ନୂଆଦିଲ୍ଲୀ : ଆଜି ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ଭ୍ୟାକ୍ସିଂନ ର ପ୍ରଥମ ଡୋଜ ନେଇଛନ୍ତି। ନୂଆଦିଲ୍ଲୀର ଏମ୍ସ ରେ ଭ୍ୟାକ୍ସିଂନ ର ପ୍ରଥମ ଡୋଜ ନେବା ପରେ ଦେଶର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିଡ-୧୯ ଭ୍ୟାକ୍ସିଂନ ନେଇ ଦେଶକୁ କୋରନା ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି।
ରାଜ୍ୟ
ପ୍ରଧାନମନ୍ତ୍ରୀ ନେଲେ କୋଭିଡ ଟୀକାର ପ୍ରଥମ ଡୋଜ
- Hits: 238