ହେଡଲାଇନସ୍:

ଏନ ଏଚ ୨୬ ମିନି ଷ୍ଟାଡିଅମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଏନଏଚ ୨୬ ମିନି ଷ୍ଟାଡିଅମ ଠାରେ କୁସୁମଖୁଣ୍ଟି ଯୁବଅନୁଷ୍ଠାନ ଆନୁକୂଲ୍ୟରେ ପଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ  ଦିନ ର ଖେଳରେ ନାଇକେନ୍ ଗୁଡା ଓ ବଲାଙ୍ଗୀର ମଧ୍ୟରେ ରୋମାଞ୍ଚକ ର ଖେଳ ପଦର୍ଶନ ହେଇଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ର ସଭାପତି ଗୋବିନ୍ଦ ବନଛୋର ଯୋଗ ଦେଇଥିଲେ|  ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଡାକେଶ୍ୱର ଲହଜଳ କୃତ୍ତିବାସ  ବେମାଲ, ଧର୍ମଗଡ ବ୍ଲକ ଯୁବ ସଭାପତି ଲବଣୀ ରାଉତ ପ୍ରମୁଖ ଯୋଗ ଦେଇ ଖେଳାଳି ଓ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ।

0
0
0
s2sdefault