ହେଡଲାଇନସ୍:

କଲେଜରେ ଏକାଡେମୀକ ବ୍ଲକ ପାଇଁ ଖର୍ଚ୍ଚ ହେବ 2.29 କୋଟି ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୁଚିଣ୍ଡା / ଭୁବନେଶ୍ୱର :- ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ର ବିକାଶକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ କାର୍ଯ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟତଃ କଲେଜ ଗୁଡିକରେ ଆବଶ୍ୟକ ଭିତ୍ତିଭୂମି ର ଆବଶ୍ୟକତା କୁ ପୂରଣ କରିବା ପାଇଁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥରେ କୁନ୍ତରାସ୍ଥିତ ଗୋକୁଳ ପାର୍ବତୀ ରୁରାଲ କଲେଜରେ ଏକାଡେମିକ ବ୍ଲକ ନିର୍ମାଣ ସକାଶେ ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ କୁଚିଣ୍ଡା ବିଧାୟକ ମାନ୍ୟବର ଶ୍ରୀ କିଶୋର ଚନ୍ଦ୍ର ନାୟକଙ୍କ  ମିଳିତ ଭାବରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଧାର୍ଯ୍ୟ କରାଯାଇଛି ।

0
0
0
s2sdefault