ଭିଜିଲାନ୍ସ ଜାଲରେ ମହିଳା ଫରେଷ୍ଟ ଗାର୍ଡ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

  ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ସଦର ରେଂଜ ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ସମ୍ବଲପୁର ଭିିଜିଲାନ୍ସ ଦ୍ବାରା ଗିରଫ। ଲାଞ୍ଚ ନେଉଥିବା ବେଳେ ରେଡ ହାଣ୍ଡ ଧରା ପଡିଛନ୍ତି ମଧୁସ୍ମିତା |

ଯୁଯୁମୁରା ବେହେରାଣୀ ବସା ବନ ସୁରକ୍ଷା ସମିତିର ମେମ୍ବର ସେକ୍ରେଟାରୀ ତଥା ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ବିଲ୍ କରାଇବା ପାଇଁ ୩୬ ହଜାର ଟଂକା ଲାଂଚ ନେଉଥିବାବେଳେ ଚଢାଉ କଲା ଭିଜିଲାନ୍ସ | ବେହେରାଣୀବସା ବନସୁରକ୍ଷା ସମିତି କୋଷାଧ୍ୟକ୍ଷଙ୍କ  ପର୍ଶୁରାମ ମିର୍ଦ୍ଧା ଠାରୁ ବନ ସୁରକ୍ଷା ସମିତିର ବିଲଡିଂ ଓ ବୃକ୍ଷରୋପଣ ପାଇଁ ବିଲ୍ କରାଇଦେବା ପାଇଁ ଲାଂଚ ନେଉଥିଲେ । ତେବେ ବର୍ତ୍ତମାନ ତାଙ୍କର ବରଗଡର ବାସଭବନ ଓ ସମ୍ବଲପୁର ଭଡାଘରଠାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। 

 

0
0
0
s2sdefault