ହେଡଲାଇନସ୍:

ରାଜ୍ୟରେ ଆଜି ୧୧ ମୃତ୍ୟ ସହ   ୪୨୭୦ ପଜିଟିଭ : ଉତ୍ସାହଜନକ ଭାବେ ବୃଦ୍ଧି ପାଉଛି ସୁସ୍ଥ ହେବା ହାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ଲକ୍ଷେ ଷାଠିଏ 

 ଗତକାଲି ୩୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୩୭୧୪ ଜଣ ସୁସ୍ଥ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୪୨୭୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି  | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ୨୪୭୮ ଜଣ ସଂଗରୋଧରୁ ଓ ୧୭୯୨ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଅପରପକ୍ଷରେ ରାଜ୍ୟରେ ସୁସ୍ଥ ହାର ଆଶାତୀତ ଭାବେ ପୃତ୍ତି ପାଇଛି | ଗତକାଲି ୩୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟାଏ ଦିନରେ  ଗତକାଲି ୩୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଅର୍ଥାତ ରାଜ୍ୟରେ ସଫଳ ଚିକିତ୍ସା ଓ ଆବଶ୍ୟକ  ଯତ୍ନ ଦ୍ୱାରା ସୁସ୍ଥ ହେବା ହାର ସନ୍ତୋଷ ଜନକ ଭାବେ ଉଲ୍ଲେଖନୀୟ ଅଗ୍ରଗତି କରି ପାରିଛି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨୯୨୦ ରେ ପହଂଚିଛିଥିବା ବେଳେ ଏଯାବତ  ୧୨୫୭୩୮ ସୁସ୍ଥ ହୋଇସାରିଲେଣି | ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର  ୩୬୪୭୩ ରହିଛି | ରାଜ୍ୟରେ ଏଯାବତ  ୨୫୬୭୭୭୭  ଟି ନମୁନା ଯାଞ୍ଚ ହୋଇସାରିଲାଣି |

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୭୬ ଜଣ ଚିହ୍ନଟ ହୋଇଥିବା ଅନୁଗୁଳ  ୧୪୭ , ବାଲେଶ୍ୱର ୧୫୦,  ବରଗଡ ୧୮୩ , କଟକ  ୩୭୪ ,ଜଗତସିଂହପୁର  ୧୮୮ , ଯାଜପୁର ୧୬୨ ,  ଝାରସୁଗୁଡା ୧୨୧, ମୟୁରଭଞ୍ଜ ୧୩୧, ନୂଆପଡା ୧୧୯, ପୁରୀ  ୨୮୭ , ସମ୍ବଲପୁର ୧୧୪ ଓ  ଷ୍ଟେଟ ପୂଲରୁ ୨୬୨ ଜଣ ଚିହ୍ନଟ ଆକ୍ରାନ୍ତ ରହିଛନ୍ତି | 

Covid-19 Report For 15th September

New Positives Cases: 4270

In quarantine: 2478

Local contacts: 1792

New Recovery: 3714

Cumulative Tested: 2567777

Positive: 162920

Recovered: 125738

Active Case: 36473

District Wise Cases

 

1. Angul: 147

2. Balasore: 150

3. Bargarh: 183

4. Bhadrak: 55

5. Balangir: 97

6. Boudh: 22

7. Cuttack: 374

8. Deogarh: 18

9. Dhenkanal: 63

10. Gajapati: 58

11. Ganjam: 68

12. Jagatsinghpur: 188

13. Jajpur: 162

14. Jharsuguda: 121

15. Kalahandi: 44

16. Kandhamal: 73

17. Kendrapada: 99

18. Keonjhar: 87

19. Khurda: 876

20. Koraput: 83

21. Malkangiri: 64

22. Mayurbhanj: 131

23. Nawarangpur: 86

24. Nayagarh: 47

25. Nuapada: 119

26. Puri: 287

27. Rayagada: 80

28. Sambalpur: 114

29. Sonepur: 74

30. Sundargarh: 38

31. State Pool: 262

 

0
0
0
s2sdefault