ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୮୦୮ ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୫୨୦୦ ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି ୫୩୦ ଜଣ ଗଂଜାମ ଜିଲ୍ଲାରୁ | ୬୧ ଜଣ ସୁସ୍ଥ ହୋଇଛନ୍ତି ରାୟଗଡା ଜିଲ୍ଲାରୁ | ସେହିପରି ଖୋର୍ଦ୍ଧାରୁ ୧୯ଜଣ, ୩୫ଜଣ କଟକରୁ, ୩୦ଜଣ ମାଲକାନଗିରିରୁ, ୨୨ଜଣ ଗଜପତିରୁ, ୧୯ଜଣ ଲେଖାଏ ବାଲେଶ୍ୱର ଓ ଖୋର୍ଦ୍ଧାରୁ, ୧୮ଜଣ ଲେଖାଏ ବରଗଡ ଓ ଭଦ୍ରକରୁ, ୮ଜଣ ବୌଦ୍ଧରୁ, ୭ଜଣ ଲେଖାଏ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ, ୫ଜଣ ସମ୍ବଲପୁର, ୪ଜଣ ନବରଙ୍ଗପୁର, ୩ଜଣ ସୁନ୍ଦେରଗଡ, ୨ଜଣ ଲେଖାଏ ଅନୁଗୁଳ, ଯାଜପୁର ଓ ପୁରୀରୁ ସର୍ବୋପରି କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି |
ରାଜ୍ୟ
ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୮୦୮ ଜଣ
- Hits: 671