ହେଡଲାଇନସ୍:

ଚକାପାଦ ବ୍ଲକରେ ଲକ ଡାଉନ କଡାକଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ. ଉଦୟଗିରି/ଗଗନ ପ୍ରଧାନ :କନ୍ଧମାଳ ଜିଲ୍ଲାରେ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି I ବନ୍ଦ ରହିଛି ଦୋକାନ ବଜାର ଖାଁଖାଁ ରାସ୍ତା I ଏହି ସମୟରେ ଚକାପାଦ ବ୍ଲକର ପହଞ୍ଚି ଥିଲେ ଆମ ପ୍ରତିନିଧି I ଜନସାଧାରଣ ସରକାରଙ୍କ ନିୟମକୁ ପାଳନ କରି ଲକଡାଉନକୁ ସମ୍ମାନର ସହ ଗ୍ରହଣ କରିଥିବା ଦେଖିବାକୁ ପାଇ ଥିଲେ I ଅଂଚଳର ଯୁବକ ନିଜ ନିଜ ଗ୍ରାମର ପ୍ରବେଶ ପଥକୁ ବନ୍ଦ କରି ଦିନରାତି ପ୍ରହରା ଦେଉଥିବା ଦେଖା ଦେଇଛି |

0
0
0
s2sdefault