ହେଡଲାଇନସ୍:

ସୁନୀଲକାନ୍ତ ମହାନ୍ତି ଗଜପତିର ଭାରପ୍ରାପ୍ତ ଏସ୍.ପି.ଦାୟୀତ୍ୱ ନେଲେ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତ ମାର୍ଚ୍ଚ ୩୧ ତାରିଖରେ ଅବସର ନେଲାପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ.ସରଭନ ବିବେକ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ହିସାବରେ ଅତିରିକ୍ତ ଦାୟୀତ୍ୱ ବହନ କରିଥିଲେ। ବର୍ତ୍ତମାନ ସେ ପଶ୍ଚିମବଙ୍ଗ ନିର୍ବାଚନରେ ଆଇନଶୃଙ୍ଖଳା ଦାୟୀତ୍ୱରେ ନିୟୋଜିତ ହେବା ଫଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲକାନ୍ତ ମହାନ୍ତି ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଭାବେ ଅଧୀକ୍ଷକ ଡ.ସରଭନ ବିବେକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି।

0
0
0
s2sdefault