ହେଡଲାଇନସ୍:

କପିକରି ଧରପଡିଲେ ୯ ପରୀକ୍ଷାର୍ଥୀ ଓ ଅନୁପସ୍ଥିତ ରହିଲେ ୧୭୨୫  ପରୀକ୍ଷାର୍ଥୀ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-- ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଚାଲିଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୦ରେ ଆଜି ହେଉଥିବା ଗଣିତ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୩୭୧୪୨ ଜଣ ପରୀକ୍ଷାର୍ଥୀଙ୍କ  ମଧ୍ୟରୁ ୩୫୪୧୭ ଜଣ ପରୀକ୍ଷାରେ ବସିଥିବା ବେଳେ ୧୭୨୫ ଜଣ ଅନୁପସ୍ଥିତ ରହିଛନ୍ତି । ଏମାନଙ୍କ ମଧ୍ୟରୁ ହାଟବାଦଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧ ଜଣ ଓ ବଲାଣିପୋଷୀ ଏସ ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ୮ ଜଣ  ଏହିପରି ମୋଟ ୯ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡିଥିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ  କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ତେବେ ଆଜିର ପରୀକ୍ଷାରେ ପାରୀକ୍ଷାର୍ଥୀମାନଙ୍କ ଅନୁପସ୍ଥିତ ସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଥିବାର ଜଣାପଡିଛି ।

0
0
0
s2sdefault