- Hits: 877
ମଧ୍ୟପ୍ରଦେଶରେ କୋଭିଡ୍ ହସ୍ପିଟାଲର ଲୋକାର୍ପଣ ସହ ଅକ୍ସିଜେନ୍ ବଟଲିଂ ପ୍ଲାଂଟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
ଅକ୍ସିଜେନ ବଟଲିଂ ପ୍ଲାଂଟରୁ ଦୈନିକ ୩ ହଜାର ବଡ ସିଲିଣ୍ଡରର ରିଫିଲିଂ ହୋଇପାରିବ - ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶ –ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ...