- Hits: 732
ଦେଖା ହେଉ ହେଉ ଦୁଇମନ୍ତ୍ରୀ କହୁଣୀ ମରାମରି !!!
ନୂଆଦିଲ୍ଲୀ (ଏଜେନ୍ସି ) : ଦୁଇ ମନ୍ତ୍ରୀ ଭେଟ ହେଲେ | ଦେଖା ହେଉ ହେଉ କହୁଣୀ ମରାମରି | ଇଏ କି କଥା ! ହାଣ୍ଡସେକ ନାଇଁ, କୁଣ୍ଢାକୁଣ୍ଢି ନାଇଁ...ସିଧା କହୁଣୀ ମରାମରି | ଫୋଟୋ ଦେଖିଲେ ନଜାଣିବା ଲୋକଙ୍କ ମନରେ ଏମିତି କିଛି ଭ୍ରମ ସୃଷ୍ଟି...