ଯାଜପୁର/Jayashankar Dash :ଯାଜପୁର ଜିଲ୍ଲା ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ...
ଯାଜପୁର/Jayashankar Dash :ଯାଜପୁର ଜିଲ୍ଲା ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ...
ଗାଇସିଲେଟ/ଶାସକ ପ୍ରଶାସକ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ଅଇଁଲାଭଟା ଗ୍ରାମରେ ବିଶ୍ବକର୍ମା ପୂଜା ଉପଲକ୍ଷେ ଗ୍ରାମର ପୂଜା କମିଟି ତରଫରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉକ୍ତ ସାସ୍କୃତିକ କାର୍ଯ୍ୟ...
ବରଗଡ ଜିଲ୍ଲା ଗନିଅାଁପାଲି ବୁଦ୍ଧ ବିହାର ପରିସର ଜ୍ଞାନ ମଣ୍ଡପ ଠାରେ ଗତ ୧୫ ସେପ୍ଟେମ୍ବର ଶନିବାର ଦିନ ନୂଅାଁଖାଇ ଭେଟ୍ ଘାଟ୍ ଅନୁଷ୍ଠିତ ହୋଇଛି । ଗାଁ ର ଗୈାନ୍ତିଆ ପ୍ରବୀର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ...
ପଦ୍ମପୁର(ନୀଳ ଦୀପ) ପଦ୍ମପୁର ଉପକଣ୍ଠସ୍ଥ ଫଟାମୁଣ୍ଡା ଗ୍ରାମରେ ଆମ୍ବେଦକର ଯୁବକ ସଙ୍ଘ ଆନୁକୂଲ୍ୟରେ ଷଷ୍ଠ ପଞ୍ଚାୟତ ସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ...
ଦୁବାଇରୁ ଫିରୋଜ କୁମାର ମେହେର/ ବରଗଡ଼ରୁ ଗୌରାଙ୍ଗ ଦାଶ ପ୍ରବାସରେ ରହିଲେ ବି ଭୁଲି ନାହାନ୍ତି ନିଜ ସଂସ୍କୃତି , ଦୁରେଇ ପାରିନାହାନ୍ତି ନିଜ ମାଟିର ଆକର୍ଷଣକୁ | ତାର ମାଟି ପାଣି ପବନର ଆତ୍ମୀୟତାକୁ | ସତେ ଯେମିତି ସେମାନେ ବର୍ଷ...