ହେଡଲାଇନସ୍:

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଇଁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/Jayashankar Dash  :ଯାଜପୁର ଜିଲ୍ଲା  ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଚ୍ଥି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲା  ସ୍କୁଲ ପରିସରରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ପ୍ରତିଯୋଗିତା ଶୃଙ୍ଖଳାର ସହ ସମାପନ ହେବା ସହ  ଶ୍ରେଷ୍ଠ  ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା ।  ଓଡିଆ ବକ୍ତୃତା ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ରୀ ବି. ରାଜ ରାଜେଶ୍ୱରୀ ପ୍ରଥମ, ବାହାବଳପୁର ନୋଡାଲ ସ୍କୁର ଚ୍ଥାତ୍ରୀ ବର୍ଷା ପ୍ରିୟଦର୍ଶିିନୀ ସାହୁ ଦ୍ୱିତୀୟ ଓ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲର ଚ୍ଥାତ୍ର ଜେ.ଏସ୍. ଅଭିନନ୍ଦନ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ମାଧ୍ୟମିକ ସ୍ତରରେ ଜିଲ୍ଳ୍ା ସ୍କୁଲର ଚ୍ଥାତ୍ର ମନୀଷ କୁମାର ସେନାପତି ପ୍ରଥମ, ଅବଦଲପୁର ୟୁ.ପି. ସ୍କୁଲର ଚ୍ଥାତ୍ରୀ ଏଲିଜା ପ୍ରିୟଦର୍ଶିନୀ ମହାପାତ୍ର ଦ୍ୱିତୀୟ, ହରି ସାମନ୍ତ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସୁପ୍ରଭା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଊଚ୍ଚ ବିଦ୍ୟାଳୟ ସ୍ତରରେ ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ର ବିଶ୍ୱଜିତ୍ ସାମଲ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯାଜପୁର ନଗରର ଚ୍ଥାତ୍ରୀ  ପ୍ରୀତି ବିଶ୍ୱଜିତା ବାରିକ ଦ୍ୱିତୀୟ, ଜିଲ୍ଲା  ସ୍କୁଲ, ଯାଜପୁରର ଚ୍ଥାତ୍ରୀ ସିମ୍ରନ ପରୱିନ ତୃତୀୟ ସ୍ଥାନ ଅଧିକାର କରିଥିଲେ ।  ମହାବିଦ୍ୟାଳୟ ସ୍ତରରେ ଚିତାଳୋ ମହାବିଦ୍ୟାଳୟର ଚ୍ଥାତ୍ର ସତ୍ୟବ୍ରତ ଦାସ ପ୍ରଥମ, ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଚ୍ଥାତ୍ର କେଶରୀ ପ୍ରସାଦ ମହାନ୍ତି ଦ୍ୱିତୀୟ ଓ ଚ୍ଥାତ୍ରୀ ବିଚିତ୍ରା ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଦେଶାତ୍ମବୋଧ ସଂଗୀତ  ପ୍ରତିଯୋଗିତାର ପ୍ରାଥମିକ ସ୍ତରରେ ବଡ ତ୍ରିଲୋଚନପୁର ପ୍ରାଥମିକ ବିଦ୍ୟାଳୟର ଚ୍ଥାତ୍ରୀ ସ୍ମିତା ପରମିତା ସାହୁ  ପ୍ରଥମ, ବୈଦ୍ୟରାଜପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟର ଚ୍ଥାତ୍ର ମହେଶ ସାହୁ ଦ୍ୱିତୀୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଚ୍ଥକର ଚ୍ଥାତ୍ରୀ ଦିପ୍ତିମୟୀ ସାହୁ ଓ କେନ୍ଦ୍ରୀୟ ବିଦ୍ୟାଳୟ, ଯାଜପୁରର ଚ୍ଥାତ୍ରୀ ହ୍ରିତିକା ପରିଡା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ମାଧ୍ୟମିକ ସ୍ତର ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଚ୍ଥକର ଚ୍ଥାତ୍ର ଓମ୍ ପ୍ରକାଶ ସାହୁ ପ୍ରଥମ ଓ ପ୍ରାଣକୃଷ୍ଣ କର ନୋଡାଲ ସ୍କୁଲର ଚ୍ଥାତ୍ରୀ ଶ୍ରୀୟା ସ୍ୱରୂପା ଓଝା ଯୁଗ୍ମ ଭାବେ ପ୍ରଥମ, ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସଂଜିବନୀ ସୁଧା ସୂତାର ଦ୍ୱିତୀୟ ଓ ଜିଲ୍ଲା  ସ୍କୁଲର ଚ୍ଥାତ୍ରୀ ଶୁଭସ୍ମିତା ଦତ୍ତ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ଊଚ୍ଚ ବିଦ୍ୟାଳୟ ସ୍ତର ପ୍ରତିଯୋଗିତାରେ ଊପେନ୍ଦ୍ର କୁମାର ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ମଧୁମିତା ନନ୍ଦ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯାଜପୁର ନଗରର ଚ୍ଥାତ୍ରୀ ଇପ୍ସିତା ଦାସ ଦ୍ୱିତୀୟ, ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସଂଗୀତା ଧଳ ତୃତୀୟ ସ୍ଥାନ ଅଧିକାର  କରିଚ୍ଥନ୍ତି ।  ମହାବିଦ୍ୟାଳୟ ସ୍ତର ପ୍ରତିଯୋଗିତାରେ ଗୁରୁକୁଳ କଳିଙ୍ଗ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ ଅଙ୍କିତା ନାୟକ ପ୍ରଥମ, ନରସିଂହ ଚୈାଧୁରୀ ମହାବିଦ୍ୟାଳୟର ଚ୍ଥାତ୍ରୀ ସ୍ୱାତିଲିନା ପରିଡା ଦି୍ୱତୀୟ ଓ ଗୁରୁକୁଳ କଳିଙ୍ଗ ଆବାସିକ ମହାବିଦ୍ୟାଳୟର ଚ୍ଥାତ୍ରୀ କାଜଲ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ, ଯାଜପୁରର ଚ୍ଥାତ୍ରୀ ସାଧନା ମହାନ୍ତି ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଜ ଚ୍ଥକର ଚ୍ଥାତ୍ରୀ ଅଂଶୁପୂର୍ଣ୍ଣା ସାହାଣୀ ଦ୍ଵିତୀୟ , ଜୟଦୁର୍ଗା ୟୁଜିୟୁପି ସ୍କୁଲର ଚ୍ଥାତ୍ର ବୋଧିସତ୍ୱ ମହାପ୍ରସାଦ ବେହେରା ତ୍ରତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ମାଧ୍ୟମିକ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ଚ୍ଥାତ୍ର ଆଦିତ୍ୟ ହୃଦୟ ସାମଲ ପ୍ରଥମ ଓ ଶିତାଂଶୁ ପ୍ରିୟଦର୍ଶୀ ଦ୍ୱିତୀୟ, ଊପେନ୍ଦ୍ର କୁମାର ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଊମା ଶଙ୍କର ସାହୁ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ଊଚ୍ଚ ବିଦ୍ୟାଳୟ ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯାଜପୁର ନଗରର ଚ୍ଥାତ୍ର ଆଇରିଶ ମହାନ୍ତି ପ୍ରଥମ, ଦେନ୍ଦ୍ରୀୟ ବିଦ୍ୟାଳୟର ଚ୍ଥାତ୍ରୀ ତେଜସ୍ୱୀ କାରୁବାକି ଦ୍ୱିତୀୟ ଓ ଗୋପୀନାଥଜିଊ ନୋଡାଲ ସ୍କୁଲର ଚ୍ଥାତ୍ରୀ ମୋନାଲିଶା ପରିଡା ତୃତୀୟ ସ୍ଥାନ ଅଧିକାର କରିଥିଲେ ।  ଏହି ପ୍ରତିଯୋଗୀ ମାନଙ୍କୁ ଅକ୍ଟୋବର ୨ ତାରିଖ ପୂର୍ବାହ୍ନ ୮ ଘଟିକାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆୟୋଜିତ ଜିଲ୍ଲା  ସ୍ତରୀୟ ଊସôବରେ ଅତିତିମାନେ ପୁରସ୍କୃତ କରିବେ ବୋଲି ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଚ୍ଥନ୍ତି ।  ଏହି ପ୍ରତିଯୋଗିତାକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସୂଚନା ବିବାଗ କର୍ମଚାରୀ ପ୍ରଭାତ କୁମାର ପଣ୍ଡା, ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି, ସୁରେନ୍ଦ୍ର କୁମାର ସାହୁ, ବାରୁଣୀ ସେଠୀ ଓ ସୁଶାନ୍ତ ଗୋଚ୍ଚ୍ଥାୟତ ପ୍ରମୁଖ ପରିଚାଳନା କରିଥିଲେ । 

 

0
0
0
s2sdefault