
ବେଲଗୁଣ୍ଠା-:23/4/26-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା, ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍ ଧକ୍କାରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଯୁବକ ଦ୍ବୟଭଞ୍ଜନଗର ଥାନା ଅନ୍ତର୍ଗତ ମଳସପଦ୍ର ଗ୍ରାମର ସେମାନେ ହେଲେ ପ୍ରଶାନ୍ତ ଗୌଡ଼ ଓ କୃଷ୍ଣଗୌଡ଼ ଆହତ ଯୁବକ ଦୁଇଜଣଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତିକରି ଥିଲୋ ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। କୃଷ୍ଣ ଭଞ୍ଜନଗର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସିତ ହେବାପରେ ଘରକୁ ଫେରିଛନ୍ତି । ଘଟଣାରୁ ପ୍ରକାଶ ଯେ, ପ୍ରଶାନ୍ତଙ୍କ କିଛି ଦିନପରେ ବିବାହ ହେବାର ଥିଲା ତେଣୁ ପ୍ରଶାନ୍ତ ଆଜି ତାଙ୍କ ଗ୍ରାମର କୃଷ୍ଣଙ୍କୁ ଧରି ବାଇକ୍ ଯୋଗେ ବେଲଗୁଣ୍ଠା ଅଭିମୁଖେ ଭୋଜିଗୁଆ ଦେବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ କମସରନାରାୟଣୀବସ୍ ତାଙ୍କୁ ଧକ୍କା ଦେଇଥିବା । ଫଳରେ ସେମାନେ ଆହତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post