ସଫେଇ ଟେଣ୍ଡର ନ ହେବା ନେଇ କାଉନ୍ସିଲରଙ୍କ ଅସନ୍ତୋଷ

4

ରାଜଗାଙ୍ଗପୁର,୩୧/୧୦/୨୫.(ବିଷ୍ଣୁ ଭୋମିକ)ଚଳିତମାସ ପୌରପାଳିକା ପକ୍ଷରୁ ପ୍ରଦାନ କରାଯାଇଥିବା ସଫେଇ ଟେଣ୍ଡର ଅବଧି ସରିବାକୁ ଯାଉଛି! ରାଜଗାଙ୍ଗପୁର ପୌରପାଳିକା କର୍ତ୍ତୃପକ୍ଷ ସଫେଇକାର୍ଯ୍ୟକୁ ଟେଣ୍ଡର ନକରି ପୁଣିଥରେ ଉକ୍ତସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ଘଟଣାକୁ ବିରୋଧକରି କିଛି କାଉନ୍ସିଲର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସଫେଇସଂସ୍ଥା ବିରୋଧରେ କାଉନ୍‌ସିଲରମାନେ ଅନେକ ଅନିୟମିତତା ଅଭିଯୋଗ ଆଣି ପୁଣିଥରେ ତାକୁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ବିରୋଧ କରିଛନ୍ତି। ଯଦି ବିନା ଟେଣ୍ଡରରେ ସଫେଇକାର୍ଯ୍ୟ ଦିଆଯାଉଛି, ଅନ୍ୟ ସମସ୍ତ

ପୌରାଧ୍ଯକ୍ଷା 。 କାମ ପ୍ରତି ସମାନ ମାନଦଣ୍ଡ ପ୍ରୟୋଗ କରିବାକୁ କଟାକ୍ଷ କରିଛନ୍ତି। ଏହି ଠିକାସଂସ୍ଥା ବିରୋଧ ନିରୋଧରେ ୮ ଜଣ କାଉନ୍ସିଲର ରାଜ୍ୟ ସରକାରଙ୍କୁ ପତ୍ର ଲେଖି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଏହି ସମ୍ପର୍କରେ ପୌରାଧ ମାଧୁରୀ ଲୁଗୁନ କହିଛନ୍ତି ଯେ ଗତଥର ৩০° ସଂସ୍ଥା ବିନା ଟେଣ୍ଡରରେ ୩ ବର୍ଷ ଧରି ସଫେଇ କାର୍ଯ୍ୟକରୁଥିଲା । ଯଦି କାଉନ୍‌ସିଲ୍ ଅନୁମୋଦନ କରୁଛି ତେବେ କାହାର ଆପତ୍ତା କରିବାର ନାହିଁ ବୋଲିସେ କହିଛନ୍ତି। ସେହିପରି ଉକ୍ତ ସଂସ୍ଥାର କ୍ଷମତାପ୍ରାପ୍ତ ଅଧିକାରୀ ପଦ୍ମନାଭ ସାମଲ ତାଙ୍କ ପ୍ରତିକ୍ରିୟାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ୨ଟି ସଂସ୍ଥାକୁ ସମସ୍ତ ଅର୍ଥ ଠିକ୍‌ଭାବେ ପଇଠ କରାଯାଇଛି ବୋଲି କହିଛନ୍ତି।

Leave A Reply

Your email address will not be published.