ପଦ୍ମପୁର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।

4

ପଦ୍ମପୁର – ସ୍ଥାନୀୟ ରକ୍ତ ଭଣ୍ଡାର ରେ ରାଜ ବୋଡାସମ୍ବର ମେଡିକାଲ ହଲ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର କୁ ପୱନ ଅଗ୍ରୱାଲ ଉଦଘାଟନ କରିଥିଲେ l ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲl l ହିମାଂଶୁ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ, ରମଣ ଅଗ୍ରୱାଲ ଓ ଅମିତ୍ ଅଗ୍ରୱାଲ ପରିଚାଳନା ରେ ସହଯୋଗ କରିଥିଲେ l ପଦ୍ମପୁର ରକ୍ତ ଭଣ୍ଡାର ର ସଂଗ୍ରାମ କେଶରୀ ମହନ୍ତ, ସୁମିତ କୁମାର ସିହ୍ନା, ନୀତେଶ ପ ଧା ନ ଓ ଜିତେନ୍ଦ୍ର ଗୁର୍ଲା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l

Leave A Reply

Your email address will not be published.