ରାଜଗାଙ୍ଗପୁର ପରିମଳ ବିପର୍ଯ୍ୟସ୍ତ

4

ରାଜଗାଙ୍ଗପୁର,୧୫/୧୦/୨୫. ରାଜଗାଙ୍ଗପୁର ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହାଇପଡ଼ିଛି । ଗତ ବର୍ଷ ଯେଉଁ ସଂସ୍ଥାକୁ ଟେଣ୍ଡର ମାଧ୍ଯମରେ ବାୟିତ୍ବ ଦିଆ ଯାଇଥିଲା ସେ ପୂରାପୂରି ବିଫଳ ହୋଇଛି। ତେଣୁ ସେହି ସଂସ୍ଥାକୁ କଳା ତାଲିକାଭୁକ୍ତ କରି ନୂଆ ସଂସ୍ଥାକୁ ଟେଣ୍ଡର ଦେବାକୁ

ବାର୍ଷିକ ୬ କୋଟି ଟଙ୍କା ବିନିମୟରେ ଏକ ବେସରକାରୀ ସଂସ୍ଥା ହାତକୁ ଟେକି ଦିଆଯାଇଛି। ଅର୍ଥାତ ମାସକୁ ୫୦ ଲକ୍ଷ ଟଙ୍କା ନେଉଛି ଏହି ସଂସ୍ଥା। ଟେଣ୍ଡର ମାଧ୍ୟମରେ ବେସରକାରୀ ସଂସ୍ଥା ଅନାମ ଚରଣ ନାଥଙ୍କ ହାତରେ ଦିଆଯାଇଥିଲା । ମାତ୍ର ପ୍ରଥମ ମାସରୁ ପରିମଳ

ସମୟରେ କେତେକ ସ୍ଥାନରେ ନଦିମା ପାଣି ବର୍ଷା ପାଣିରେ ମିଶି ରାସ୍ତାରେ ବହୁ ଥିବାର ଲକ୍ଷ୍ୟ କରାଯାଇଥିଲା । କିନ୍ତୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ବିଭାଗୀୟ ଅଧୂକାରୀ ଏହାର ପ୍ରତିକାର

ବର୍ଷକୁ ୬ କୋଟି ନେଉଛି ସଫେଇ ସଂସ୍ଥା କଳା ତାଲିକାଭୁକ୍ତ କରିବାକୁ ଦାବି

ପ୍ରଶାସନ ପାଖରେ ଉପନଗରପାଳ ମହମ୍ମଦ ଇର୍ପାନ, ନ ନମ୍ବର ୱାର୍ଡ କାଉନସିଲର ଶ୍ୱେତା ଅଗ୍ରୱାଲ, ୬ ନମ୍ବର ୱାର୍ଡ କାଉନସିଲର ବୁଧ ନାରାୟଣ ସାହୁ, ୧୨ ନମ୍ବର ୱାର୍ଡ କାଉନସିଲର ସୁମନ ଶର୍ମା, ୧୩ ନମ୍ବର ଖାର୍ଡ କାଉନସିଲର ସୁଜାତା ତିର୍କୀ, ୧୪ ନମ୍ବର ୱାନ କାଉନସିଲର ସୁସ୍ମିତା ତିରୁ ୧୮ ନମ୍ବର ୱାର୍ଡ କାଉନସିଲର ସୁମିତ୍ରା ବାର୍ଲା, ୧୯ ନମ୍ବର ୱାର୍ଡ କାଉନସିଲର ପିରି କୋୟା ଗତ କାଲି ପ୍ରଥମେ ପୌରାଧ୍ୟକ୍ଷା ଓ ପରେ ଅତିରିକ୍ତ ଜିଲାପାଳ ଓ ପିଢିଙ୍କୁ ବାବିପତ୍ର ପ୍ରଦାନ କରିଛନ୍ତି ।

ରାଜଗାଙ୍ଗପୁର ପୌରଞ୍ଚଳରେ ପରିମଳ ବ୍ୟବସ୍ଥା ସୁପରିଚାଳନା ପାଇଁ ଗତ ବର୍ଷ ନଭେମ୍ବର ମାସରୁ

ବ୍ୟବସ୍ଥା ପରିଚାଳନାରେ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ଲୋକେ ଅଭିଯୋଗ କରି ଆସୁଥିଲେ । ସହରର ବିଭିନ୍ନ ନାଳ ନର୍ମଦା ନିୟମିତ ଭାବରେ ସଫା ହେଉ ନଥିବା ଅଭିଯୋଗ ହେଉଥିଲା। ବାରମ୍ବାର ଜନସାଧାରଣଙ୍କ ସହିତ କିଛି ୱାର୍ଡ ସଭ୍ୟସଭ୍ୟା ମଧ୍ୟ ପରିମଳ ପରିଚାଳନା ଠିକ ଭାବରେ ହେଉନାହିଁ ବୋଲି ଅଭିଯୋଗ କରି ଆସୁଥିଲେ । ବିଭିନ୍ନ ସ୍ଥାନରେ ନିୟମିତ ଭାବରେ କୁଢ଼ ଗୁଡ଼ ଆବର୍ଜନା ପଡ଼ି ରହୁଥ‌ିବା ଲକ୍ଷ୍ୟ କରାଯାଉଛି। ନାଳ ନର୍ଦମା ଭରି ରହୁଛି । ବର୍ଷା

କରିନଥୁଲେ । ଚଳିତ ମାସ ସେହି ସଂସ୍ଥାର ଟେଣ୍ଡର ଅବଧୂ ଶେଷ ହେଉଛି । ତେଣୁ ପୁରୁଣା ସଂସ୍ଥାକୁ ପୁଣି କାମ ନ ଦେଇ ନୂଆ ସଂସ୍ଥାକୁ ନୂଆ ଟେଣ୍ଡର ଦେବାକୁ ପ୍ରଶାସନ ପାଖରେ ଖର୍ଚ ସଭ୍ୟମାନେ ମିଳିତ ଦାବି କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗତ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ନରସିଂଙ୍ଘ ମିଜ ଓ ଶେଖର ବଧୀଚି ଉପସ୍ଥିତ ଥିଲେ।

Leave A Reply

Your email address will not be published.